କଳିଙ୍ଗ ଷ୍ଟାଡିୟମରେ ମହିଳା ବିଶ୍ୱକପର ହୋଷ୍ଟ ସିଟି ଲୋଗୋ ଉନ୍ମୋଚିତ

ଭୁବନେଶ୍ବର: ଚଳିତ ଅଣ୍ଡର ସେଭେନଟିନ ମହିଳା ବିଶ୍ୱକପକୁ ହୋଷ୍ଟ କରୁଛି ଭାରତ। ଏହି ପରିପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିୟମରେ ମହିଳା ବିଶ୍ୱକପର ସପ୍ତମ ସଂସ୍କରଣର କିଛି ମ୍ୟାଚ୍ ଖେଳାଯିବ।…