କଂଗ୍ରେସ ସହ ମୋ ସମ୍ପର୍କ ଶୂନ୍ୟ: କରଣ ସିଂହ

ନୂଆଦିଲ୍ଲୀ: ସର୍ବପୁରାତନ ଦଳ ସହ ତାଙ୍କ ସମ୍ପର୍କ ଶୂନ୍ୟରେ ପହଞ୍ଚି ଯାଇଛି। ଏପରି କହି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସର ଭେଟେରାନ ନେତା କରଣ ସିଂହ।…