ମହାମାରୀ ନିୟନ୍ତ୍ରଣ ଚିନ୍ତାରେ କାଶୀପୁର ପ୍ରଶାସନ।

କାଶୀପୁର ବ୍ଲକ୍‌ରେ କାୟା ମେଲାଇ ଚାଲିଛି ମାରାତ୍ମକ ହଇଜା। ଗଲା ୧୦ ଦିନ ଭିତରେ ୭ ଜଣଙ୍କ ମୁଣ୍ଡ ନେବା ସହ ଶତାଧିକ ଆକ୍ରାନ୍ତ ଚିକିତ୍ସାଧୀନ। ମୃତ୍ୟୁ…