ଅସୁସ୍ଥ ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥା

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ଅସୁସ୍ଥ ହୋଇ ପଡିଛି। କେତେ ବେଳେ ଡାକ୍ତର ଅଭାବ ତ ପୁଣି କେତେବେଳେ ପାରାମେଡିକାଲ ଷ୍ଟାଫଙ୍କ ଅଭାବ ଦେଖିବାକୁ ମିଳୁଛି…