କେରଳ ରାଜ୍ୟପାଳଙ୍କୁ ହଟାଇବାକୁ କ୍ୟାବିନେଟ ନିଷ୍ପତ୍ତି

() କେରଳରେ ମୁଖ୍ୟମନ୍ତ୍ରୀ- ରାଜ୍ୟପାଳ ବିବାଦ ଘନେଇଲା। ରାଜ୍ୟପାଳ ଅରିଫ ମହମ୍ମଦଙ୍କୁ କୁଳାଧିପତି ପଦରୁ ବହିଷ୍କାର କରିବାକୁ ବିଧାନସଭାରେ ଅଧ୍ୟାଦେଶ ଆଣିବାକୁ ନିଷ୍ପତ୍ତି ନେଇଛି କ୍ୟାବିନେଟ୍। ରାଜ୍ୟପାଳଙ୍କ…