ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି। କୋର୍ଟ ଖେଡାଙ୍କ ଅନ୍ତରୀଣ ଜାମିନ ଯାଚିକାକୁ ମଞ୍ଜୁରୀ ଦେଇ ଆସାମ ଓ ୟୁପି ପୁଲିସ ଏଫଆଇଆରକୁ…