ଢେଙ୍କାନାଳରେ ବଢ଼ିବାରେ ଲାଗିଛି କିଡ଼ନୀ ରୋଗୀଙ୍କ ସଂଖ୍ୟା

ଢେଙ୍କାନାଳ ଜିଲ୍ଲା ପାଲଟିଛି କିଡ଼ନୀ ରୋଗର ରାଜଧାନୀ। ଦିନକୁ ଦିନ ବଢ଼ିବାରେ ଲାଗିଛି କିଡ଼ନୀ ରୋଗୀଙ୍କ ସଂଖ୍ୟା। ନଦୀ କୂଳିଆ ଅଂଚଳରେ ଏହାର ବ୍ୟାପକତା ଏବଂ ଭୟାବହତା…