ଶୀତ ଆଗମନରେ ପ୍ରକୃତିରାଣୀ ସୌନ୍ଦର୍ଯ୍ୟ ମଣ୍ଡିତ

ଜୟପୁର: ଶୀତର ଆଗମନରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ହୋଇଛି ଆକର୍ଷଣୀୟ ଓ  ଆନମନା କରୁଛି ପର୍ଯ୍ୟଟକଙ୍କୁ। ସକାଳର କୁହୁଡି ସାଂଗକୁ ସବୁଜିମାରେ ଭରା ପାହାଡ, ଆଉ ଏହାସହ…