ଜମି ବଦଳରେ ଚାକିରୀ ଦୁର୍ନୀତି- ଲାଲୁଙ୍କ ବିରୁଦ୍ଧରେ ଆକ୍ସନ ଲାଗି ରାଷ୍ଟ୍ରପତିଙ୍କ ଅନୁମତି

ଲାଲୁ ଯାଦବଙ୍କ ବିରୁଦ୍ଧରେ ପ୍ରୋସିଡିଂ ଲାଗି ଅନୁମତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରେଲଓ୍ୱେରେ ଚାକିରୀ ପାଇଁ ଜମି ଓ ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତ…