ଦେଶର ସମୃଦ୍ଧି ପାଇଁ ଲକ୍ଷ୍ମୀ- ଗଣେଷଙ୍କ ଛବି କରେନ୍ସରେ ଜରୁରୀ: କେଜରିୱାଲ

ନୂଆଦିଲ୍ଲୀ: ଦେଶର ସମୃଦ୍ଧି ପାଇଁ କେନ୍ଦ୍ରକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜରିୱାଲଙ୍କ ଏକ ଦାବି। ଭାରତୀୟ ନୋଟରେ ମା ଲକ୍ଷ୍ମୀ ଓ ଗଣେଷଙ୍କ…