ଲିଙ୍ଗାୟତ ମଠ ଯୌନ କେଳେଙ୍କାରୀ କେଶରେ ପୁଲିସର ବଡ ଖୁଲାସା

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗ ଲିଙ୍ଗାୟତ ମୁରୁଘା ମଠ ସ୍ବାମୀ ଶିବମୂର୍ତ୍ତି ମୁରୁଘା ଶରଣାରୁ ମାମଲାରେ ପୁଲିସ ତାର ଚାର୍ଜସିଟ ସୋମବାର ଫାଇଲ କରିଛି। ପୁଲିସ ମଠର ସ୍ବାମୀଙ୍କୁ…