ମଦ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କୁ ମିଳିବନି ଅନୁକମ୍ପା: ନିତିଶ

ନୂଆଦିଲ୍ଲୀ: ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କୁ କୌଣସି ଅନୁକମ୍ପା ରାଶି ଦିଆଯିବ ନାହିଁ ବୋଲି ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି। ବିହାର…