ସୁଧ ଟଙ୍କା ଛାଡ୍ ଲାଗି ମହିଳାଙ୍କୁ ବନ୍ଧକ- ମହାଜନକୁ ମର୍ଡର

ପତ୍ନୀକୁ ପଠାଇଲେ କରଜ ଛାଡ଼। ଅମରୋହାରେ ଏଭଳି ଦାବିକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ସୁଧଖୋର ବ୍ୟକ୍ତି ଉଧାର ଟଙ୍କା ନେବାକୁ ମହିଳାଙ୍କୁ ତାଙ୍କ ସାଙ୍ଗରେ…