ମାଲେ ଲଜରେ ନିଆଁ: ୯ ଭାରତୀୟଙ୍କ ସମେତ ୧୦ ମୃତ

ମାଲେ: ମାଲଦ୍ୱୀପର ରାଜଧାନୀ ମାଲେର ଗୋଟିଏ ଲଜ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଲଜରେ ବିଦେଶୀ ଶ୍ରମିକଙ୍କ ରହିଥାନ୍ତି। ଏହି ଅଗ୍ନିକାଣ୍ଡରେ ୯ ଭାରତୀୟଙ୍କ ସମେତ ୧୦…