କାଲିଠୁ ଆରମ୍ଭ ହେବ ମଣ୍ଡେଇ

ନବରଙ୍ଗପୁର: ଆସନ୍ତାକାଲିଠାରୁ ଆରମ୍ଭ ହେବ ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ-୨୦୨୨। ମଣ୍ଡେଇ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ଦେଇଥିବାବେଳେ ଏଥିପାଇଁ ଦିନରାତି…