ଗାନ୍ଧୀଙ୍କ ଦେଶର ପ୍ରଧାନମନ୍ତ୍ରୀ କାରଣରୁ ମୋଦିଙ୍କୁ ମିଳୁଛି ବିଶ୍ବବ୍ୟାପୀ ସମ୍ମାନ

ଜୟପୁର: ମୋଦିଙ୍କ ଲୋକପ୍ରିୟତାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ। ମଙ୍ଗଳବାର ଅଶୋକ ଗେହଲଟ କହିଛନ୍ତି କି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ କରୁଛନ୍ତି,…