ମନୋହର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବା ଆରମ୍ଭ

ପାନାଜୀ: ଗୋଆ ମୋପାର ମନୋହର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଛି। ଗୁରୁବାର ଦିନ ବିମାନ ବନ୍ଦରରେ ପ୍ରଥମ ବ୍ୟବସାୟିକ ବିମାନ ଅବତରଣ କରିଛି…