ଭାରତକୁ ବୁଲି ଆସିଥିବା ମୁସଲମାନ ଦମ୍ପତିଙ୍କ ହିନ୍ଦୁ ରିତିରେ ବିବାହ

ଲକ୍ଷ୍ନୌ: ବୁଲିବାକୁ ଆସିଥିଲେ ଭାରତ। ହେଲେ ଭାରତୀୟ ସଂସ୍କୃତି ପ୍ରତି ଏମିତି ପ୍ରଭାବିତ ହେଲେ କି ଏକ ଆମେରିକୀୟ ମୁସଲମାନ ଦମ୍ପତି ହିନ୍ଦୁ ରିତିନିତିରେ କରିଛନ୍ତି ବିବାହ।…