ଛତୁ ଚାଷ କରି ସ୍ବାବଲମ୍ବୀ ହେଉଛନ୍ତି କିର୍ତ୍ତିପୁର ଗାଁ ମହିଳା

ସୁବର୍ଣ୍ଣପୁର: ମହିଳାମାନଙ୍କୁ ସମ୍ମାନର ସହ ବଂଚିବା ପାଇଁ ରାହା ଦେଇଛି ଛତୁ ଚାଷ ।  ନିଜ ପରିବାର ଚଳାଇବା ସହିତ ଜୀବିକା ନିର୍ବାହରେ ସାହାଯ୍ୟ କରୁଛନ୍ତି । …