ସାମୂହିକ ହତ୍ୟା ମାମଲାରେ ୧୬ ଦୋଷୀଙ୍କୁ ଆଜୀବନ ଜେଲ

ଉତ୍ତରପ୍ରଦେଶର ମୁଜଫରନଗର କୋର୍ଟ ସୋମବାର ଏକ ସାମୂହିକ ହତ୍ୟା ମାମଲାରେ ୧୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୬୦ ହଜାର ଲେଖା ଜରିମାନା କରିଛନ୍ତି।…