ଆସନ୍ତା ୨୨ରେ ହେବ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ: ଫେବୃଆରୀ ୨୨ରେ  ଦିଲ୍ଲୀ ମୁନସିପାଲ କର୍ପୋରେସନ ନିର୍ବାଚନ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ନିର୍ବାଚନ ତାରଖ କରିଛନ୍ତି ଘୋଷଣା।…