ଜେପିଏଲ୍- ଜେଲରେ ଚୌକା, ଛକାର ବର୍ଷା

ଜେଲରେ ଆଇପିଏଲ। ଚୌକା, ଛକାର ବର୍ଷା। ଜେଲରେ ଥିବା ଅନ୍ତେବାସୀଙ୍କୁ ମାନସିକ ଅବସାଦରୁ ଦୂରେଇ ରଖିବା, ସେମାନଙ୍କ ଶାରୀରିକ ସୁସ୍ଥତାର ବିକାଶକୁ ବଜାୟ ରଖିବାକୁ ମଥୁରା ଜେଲ୍…