ରାଜଧାନୀ ରେ ମହିଳାଙ୍କୁ ଅସଦାଚରଣ ର ଅଭିଯୋଗ

ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ରାଜଧାନୀରେ ଅସଦାଚରଣ । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ…