କର୍ମୀଙ୍କୁ ଟିକଟ ମିଳିଲାନି- ବିଧାୟିକାଙ୍କ ପୁଅ ଟିକଟ ଫେରାଇଦେଇ ନିର୍ବାଚନ ଲଢ଼ିବେନି ବୋଲି ନିଷ୍ପତ୍ତି ନେଲେ

ଯଦି କର୍ମୀ ଟିକଟ ପାଇବେନି। ତାହେଲେ ନେତା ବି ନିର୍ବାଚନ ଲଢ଼ିବେନି। ଏଭଳି ଘଟଣା ଦେଖିବାକୁ ମିଳିଛି ମୁମ୍ୱାଇରେ। ପାର୍ଟି ଟିକଟ ପାଇ ବି ନିର୍ବାଚନ ଲଢ଼ିବାକୁ…