ବାଙ୍ଗଲାଦେଶର ୨୨ତମ ରାଷ୍ଟ୍ରପତି ହେବେ ମୋହମ୍ମଦ ଶହାବୁଦ୍ଦୀନ ଚୁପ୍ପୁ

ଢାକା: ବାଙ୍ଗଲାଦେଶ ରାଷ୍ଟ୍ରପତି ନିର୍ବାଚିତ ହେଲେ ପୂର୍ବତନ ନ୍ୟାୟାଧୀଶ ତଥା ସ୍ବାଧୀନତା ସଂଗ୍ରାମୀ ମୋହମ୍ମଦ ଶହାବୁଦ୍ଦୀନ ଚୁପ୍ପୁ। ନିର୍ବାଚନ ଆୟୋଗ ଚୁପୁଙ୍କ ନାମ ୨୨ ତମ ରାଷ୍ଟ୍ରପତି…