ପ୍ରେମିକ ପାଇଁ ୩ ପିଲାଙ୍କୁ ମାରିଦେଲା ମାଆ

ପ୍ରେମିକ ପାଇଁ ସନ୍ତାନ ହୋଇଗଲେ ତୁଛ। ନିଜର ଜନ୍ମିତ ୩ ପିଲାଙ୍କୁ ଶ୍ୱାସରୁଦ୍ଧ କରି ମାରିଦେଲା ମାଆ। ତେଲେଙ୍ଗାନାରୁ ଆସିଛି ଏଭଳି ଛାତିଥରା ଘଟଣା। ସାଙ୍ଗାରେଡ୍ଡି ଜିଲ୍ଲାର…