ଆଉ ୧୪ ଦିନ ବଢିଲା ଆଫତାବର ନ୍ୟାୟିକ ମିଆଦ

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ଦିନ ଶ୍ରଦ୍ଧା ହତ୍ୟା ଘଟଣାରେ ପ୍ରେମିକ ଅଫତାବ ପୁନାୱାଲାର ନ୍ୟାୟିକ ହାଜତ ମିଆଦକୁ ଆଉ ୧୪ ଦିନ ବଢାଇ ଦେଇଛନ୍ତି।…