ଗୌତମ ନବଲଖାଙ୍କ ଜାମିନକୁ ଏନଆଇଏର ବିରୋଧ

ମୁମ୍ବାଇ: ପୁଣେ ଏଲଗାର ପରିଷଦ ମାମଲାରେ ଗିରଫ ସାମାଜିକ କର୍ମୀ ଗୌତମ ନବଲଖାଙ୍କର ରହିଛି ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସଆଇ ସହ ସମ୍ପର୍କ। ବମ୍ବେ ହାଇକୋର୍ଟରେ ନବଲଖାଙ୍କ…