ଗମ୍ଭାରିଗୁଡା, ଯେଉଁଠି ସବୁ ଘରେ ରହିଛନ୍ତି ଶିକ୍ଷକ

ନବରଙ୍ଗପୁର: ଗୁରୁ ହିଁ ପଥପ୍ରଦର୍ଶକ। ଗୁରୁ ହିଁ ପ୍ରେରଣା। ଏହି ମନ୍ତ୍ରରେ ବିଶ୍ଵାସ କରି ଆଜି ଶତାଧିକ ଶିକ୍ଷକଙ୍କ ଗ୍ରାମ ହୋଇ ପାରିଛି ନବରଙ୍ଗପୁର ଜିଲ୍ଲାର ଗମ୍ଭାରିଗୁଡା…