ପରିବାର ପୋଷୁଥିବା ଦୁତିକା ଆଜି ଶଯ୍ୟାସାୟୀ

ନବରଙ୍ଗପୁର: ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦୁତିକା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଅସ୍ଵାଭାବିକ ଭାବରେ ଦୁତିକାଙ୍କ ମୁହଁରେ ମାଂସ ପିଣ୍ଡୁଳା ବଢ଼ୁଛି ।…