ଅରୁଣାଚଳର ସର୍ବପୁରାତନ ମାର୍କେଟ ପୋଡି ପାଉଁଶ

ଇଟାନଗର: ମଙ୍ଗଳବାର ସକାଳୁ ସକାଳୁ ଅରୁଣାଚଳ ପ୍ରଦେଶର ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳି ପାଉଁଶ ହୋଇଯାଇଛି ୭୦୦ରୁ ଅଧିକ ଦୋକାନ। ଏପରି ଅଘଟଣ ଘଟିଛି ଇଟାନଗରର…