ମାଡ଼ିଗଲା ଦ୍ରୁତଗାମୀ କାର୍- ୩ ମୃତ,୬ ଗୁରୁତର

ଜୟପୁରରେ ମର୍ମନ୍ତୁଦ ଦୁର୍ଘଟଣା। ଗାଡ଼ି ନିୟନ୍ତ୍ରଣ ହରାଇ ମାଡ଼ିଗଲା। ୯ରୁ ଅଧିକ ଲୋକଙ୍କ ଉପରେ ମାଡ଼ିଗଲା। ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ମାଡ଼ିଗଲା। ସୋମବାର ରାତି…