ଶାବନା, ନାଶିରୁଦ୍ଦିନଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ଏଜେଣ୍ଟ କହିଲେ ବିଜେପି ମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପି ସମର୍ଥକ ନିଜ ଆଲୋଚକଙ୍କୁ ଟାର୍ଗେଟ କରିବାକୁ ସେମାନଙ୍କ ପାଇଁ ଅପମାନଜନକ ଟୁକଡେଟୁକଡେ ଗ୍ୟାଙ୍ଗର ନାମ ଦେଇଛନ୍ତି।  ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ମରୋତ୍ତମ ମିଶ୍ରା ଶନିବାର ଦିନ…