ଯୁବପିଢିଙ୍କ ଉଡାଣ ପାଇଁ ରନୱେ ପ୍ରସ୍ତୁତ: ମୋଦି

ହୁବଲି: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ହୁବଲିରେ ଜାତୀୟ ଯୁବ ଉତ୍ସବକୁ ଉଦ୍‌ଘାଟ କରିଛନ୍ତି। ସ୍ବାମୀ ବିବେକା ନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି…