ସୁପ୍ରିମକୋର୍ଟରେ ଷ୍ଟାଫ ନିଯୁକ୍ତି- ପ୍ରଥମ ଥର ଲାଗୁ ହେଲା ସଂରକ୍ଷଣ

ପ୍ରଥମ ଥର ଷ୍ଟାଫ ନିଯୁକ୍ତିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କଲେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କ ନେତୃତ୍ୱରେ…

ବୁର୍ଖା ବ୍ୟାନ୍ – ଏଣିକି ସ୍କୁଲ ଓ ୟୁନିଭରସିଟିରେ ଲାଗୁ

ସର୍ବସାଧାରଣରେ ବୁର୍ଖା ଓ ନକାବକୁ ୨୦୧୮ରେ ବାରଣ କରିଥିଲେ ଦାନିସ ସରକାର। ଏବେ ଏହି ବ୍ୟାନ ସ୍କୁଲ ଓ ୟୁନିଭରସିଟିରେ ବି ରହିବ। ଡେନମାର୍କ ପ୍ରଧାନମନ୍ତ୍ରୀ ମିଟେ…

ଅତିରିକ୍ତ କମିଶନରଙ୍କୁ ପିଟିଲେ କର୍ପୋରେଟରଙ୍କ ଗୁଣ୍ଡା!

ଚାଲିଥିଲା ବିଏମସିରେ ଅଭିଯୋଗ ଶୁଣାଣୀ। ଗ୍ରୀଭାନ୍ସ ସରିବାକୁ ଥାଏ। ଗ୍ରୀଭାନ୍ସକୁ ଲିଡ୍ କରୁଥାଆନ୍ତି ଅତିରିକ୍ତ କମିଶନର ରତ୍ନାକର ସାହୁ। ଅଚାନକ ରତ୍ନାକରଙ୍କ ଚାମ୍ୱରକୁ ୨୯ ନମ୍ୱର ଓ୍ୱାର୍ଡର…

ଆଶ୍ରମରେ ଯୌନବ୍ୟଭିଚାର- ବିବାଦରେ ପଦ୍ମଶ୍ରୀ କାର୍ତ୍ତିକ ମହାରାଜ!

ପଦ୍ମଶ୍ରୀ କାର୍ତ୍ତିକ ମହାରାଜାଙ୍କ ବିରୁଦ୍ଧରେ ସଙ୍ଗୀନ ଆରୋପ। ଜଣେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା, ଗର୍ଭପାତ ଲାଗି ବାଧ୍ୟ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପ୍ରୟୋଗ…

କେମିକାଲ ଫ୍ୟାକଟ୍ରିରେ ବ୍ଲାଷ୍ଟ- ୧୦ ମୃତ

ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ। ମେଡାକରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣରୁ ୧୦ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ…

ଇନଷ୍ଟାଗ୍ରାମରେ ବନ୍ଧୁତା- ନାବାଳିକାକୁ ଗଣଦୁଷ୍କର୍ମ କଲେ ୪ ନାବାଳକ

ଇନଷ୍ଟାଗ୍ରାମରୁ ପରିଚୟ ଆରମ୍ଭ ହୋଇଥିଲା। ଆଉ ଫ୍ରେଣ୍ଡସିପ୍‌ ଆଳରେ ଶେଷରେ ୪ ନାବାଳକ ନାରକୀୟ କାଣ୍ଡ ଘଟାଇଲେ। ବିହାର ପାଟଣାରୁ ଆସିଛି ଏଭଳି ଲୋମହର୍ଷକ ଘଟଣା। ନାବାଳିକାଙ୍କୁ…

ହାଜତରେ ଗାର୍ଡ ମୃତ୍ୟୁ- ଟାର୍ଗେଟରେ ଷ୍ଟାଲିନ୍ ସରକାର

ମନ୍ଦିର ଗାର୍ଡ ଅଜିତ କୁମାରଙ୍କ ପୁଲିତ ହେପାଜତରେ ମୃତ୍ୟୁ ଘଟଣାକୁ ନେଇ ତାମିଲନାଡ଼ୁ ରାଜନୀତି ସରଗରମ ହୋଇଛି। ପରିବାର ବର୍ଗର ଅଭିଯୋଗ ହେଉଛି ଯେ, ହାଜତରେ ପୁଲିସ…

ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ- ଏସଆଇଟି ଗଠନ କଲେ ସରକାର

ଆଇନଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଏସଆଇଟି ଗଠନ କରିଛନ୍ତି ସରକାର। ଏସଆଇଟିରେ ୫ ଜଣ ସଦସ୍ୟ ଅଛନ୍ତି। ଏସିପି ପ୍ରଦୀପ କୁମାର ଘୋଷାଲଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ…

ବିନା ଯୋଗ୍ୟତାରେ ନିର୍ଦେଶକ- ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ..

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ନିଜ ଯୋଗ୍ୟତା ବଳରେ ନିର୍ଦେଶକ ନା ରାଜନୀତିକ ପ୍ରଭାବରୁ। ଏଭଳି ମାମଲାରେ କେରଳ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ଯେ, ନିଜ ଆଡ଼ୁ ସଂଜ୍ଞାନ…

ହୃଦଘାତରେ ଚାଲିଗଲେ କାଣ୍ଟେ ଲଗା ଗାର୍ଲ ଫେମ୍ ଶେଫାଳୀ

ହୃଦଘାତରେ ଚାଲିଗଲେ ମଡେଲ ତଥା ଅଭିନେତ୍ରୀ ଶେଫାଳୀ ଜରିଓ୍ୱାଲା! ଶୁକ୍ରବାର ବିଳମ୍ୱିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। କାଣ୍ଟେ ଲଗା ଫେମ ଶେଫାଳୀଙ୍କ ପରଲୋକରେ ଟେଲିଭିଜନ…

ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ- ଜୁଲାଇ ୧ ଯାଏ ପୁଲିସ କଷ୍ଟଡିକୁ ଗଲେ ଅଭିଯୁକ୍ତ

କୋଲକାତାରେ ଜଣେ ଆଇନ ଛାତ୍ରୀଙ୍କୁ କଲେଜ କ୍ୟାମ୍ପସରେ ଗଣଦୁଷ୍କର୍ମ ଘଟଣାକୁ ନେଇ ବଙ୍ଗ ରାଜନୀତି ଉଠୁଛି ପଡ଼ୁଛି। ମୋଟ ୩ ଜଣ ଏହି ଅତ୍ୟାଚାର କରିଥିଲେ। ଦୁଇଜଣ…