ସିପି ବଦଳିଲେ- ବିଧାୟକ ପିନ୍ଧିଲେ ନୂଆ କୁର୍ତ୍ତା

ପୁଲିସ କମିଶନରଙ୍କ ବଦଳି ପରେ ଫଟା କୁର୍ତ୍ତା କାଢ଼ି ନୂଆ ପିନ୍ଧିଲେ ବିଧାୟକ। ସିପିଙ୍କ ବଦଳିକୁ ରାମଭକ୍ତଙ୍କ ଜିତ୍ ବୋଲି କହିଛନ୍ତି ଲୋନି ବିଧାୟକ ନନ୍ଦକିଶୋର ଗୁର୍ଜର।…