ରାଷ୍ଟ୍ରପତି ନିର୍ବାଚନ: ନିକ୍କି ହେଲି ଘୋଷଣା କଲେ ଦାବିଦାରୀ

ୱାସିଂଟନ: ୨୦୨୪ରେ ହେବାକୁ ଯାଉଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନରେ ନିଜ ଦାବିଦାରୀ ଉପସ୍ଥାପନ କରିଛନ୍ତି ମୂଳଭାରତୀୟ ରିପବ୍ଲିକାନ ପାର୍ଟିର ନେତା ନିକ୍କି ହେଲି ।…