ନିକ୍କି ହତ୍ୟା ମାମଲା: ସାହିଲର ବାପା ନାମରେ ରହିଛି ହତ୍ୟା ମାମଲା

ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟା ମାମଲାରେ ନୂଆ ଖୁଲାସା। ନିକ୍କିର ବୟଫ୍ରେଣ୍ଡ ସାହିଲ ଗେହଲଟର ବାପା ବିରେନ୍ଦ୍ର ଗେହଲଟ ମଧ୍ୟ ଏକ ହତ୍ୟା ମାମଲାରେ ଗିରଫ ହୋଇଥିଲା।…