ମୁଲାୟମଙ୍କ ସ୍ଥିତିରେ ଆସୁନି କୌଣସି ପରିବର୍ତ୍ତନ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। କିଛି ଦିନ ହେବ ସ୍ଥିତିରେ ଆସୁନାହିଁ କୌଣସି ସୁଧାର। ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ…