ତାଜମହଲର ନିଷିଦ୍ଧାଞ୍ଚଳ ମଧ୍ୟରେ ବ୍ୟବସାୟିକ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ବିଶ୍ବ ଐତିହ୍ୟ ତାଜ ମହଲର ବାଉଣ୍ଡରୀ ୱାଲଠାରୁ ୫୦୦ ମିଟର ପର୍ଯ୍ୟନ୍ତ ସ୍ଥାନରେ ଚାଲିଥିବା ବ୍ୟବସାୟିକ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…