ସାହିତ୍ୟ ପାଇଁ ଆନ୍ନି ଏନର୍ଜାକ୍ସଙ୍କୁ ନୋବେଲ

ନୂଆଦିଲ୍ଲୀ: ଫ୍ରାନ୍ସ ସାହିତ୍ୟିକା ଆନ୍ନି ଏର୍ନାକ୍ସଙ୍କୁ ୨୦୨୨ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନୋବେଲ ପୁରସ୍କାର ଦିଆଯାଉଛି। ଗୁରୁବାର ଦିନ ନୋବେଲ କମିଟି ପକ୍ଷରୁ…