ପ୍ରତି ୨ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ଏନସିଡିରେ ହେଉଛି

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଏକ ବିଚଳିତ କଲାପରି ତଥ୍ୟ ଦିଆଯାଇଛି। ଡବ୍ଲୁଏଚଓ ଅନୁଯାୟୀ ସମ୍ପ୍ରତି ଲୋକଙ୍କ ମଧ୍ୟରେ ହୃଦଘାତ, କର୍କଟ, ମଧୁମେହ, ଶ୍ବାସ…