ମୁଁ ନିର୍ବାଚନ ଲଢ଼ିବିନି- ପ୍ରଶାନ୍ତ କିଶୋର

ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ କିଶୋର। ବିହାର ବିଧାନସଭା ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ। କିନ୍ତୁ ନିଜ ଦଳ ଜନସୁରାଜ ପାଇଁ ୧୫୦ ସିଟ୍ ହାସଲ କରିବାର ଟାର୍ଗେଟକୁ ପୂରଣ…