ଓଏଟି ଭଙ୍ଗ ମାମଲା: ଓଏଟି ବାର କାଉନସିଲ ଯାଚିକା ଖାରଜ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଓଡିଶା ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଭଙ୍ଗ କରିବାକୁ କେନ୍ଦ୍ରର ୨୦୧୯ ବିଜ୍ଞପ୍ତିରେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ…