ସିକନ୍ଦରାବାଦ ଅଗ୍ନିକାଣ୍ଡ: ଓଡିଆ ଦମ୍ପତିଙ୍କ ସହ  ୮ ମୃତ,

ସିକନ୍ଦରାବାଦ: ତେଲେଙ୍ଗାନାର ସିକନ୍ଦରାବାଦ ସହରରେ ସୋମବାର ମଧ୍ୟରାତ୍ରିରେ ଏକ ଇଲେକ୍ଟ୍ରିକ ସ୍କୁଟର ସୋ ରୁମରେ ଭୟଙ୍କର ଅଗ୍ନିକାଣ୍ଡ। ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସୋ ରୁମ…