ଦାବି ପୂରଣ ପାଇଁ ଡ୍ରାଇଭରଙ୍କ ଦଣ୍ଡବତ ଯାତ୍ରା

ଢେଙ୍କାନାଳ: ତାତିଲେ ଓଡିଶା ଡ୍ରାଇଭର ମହାସଂଘ। ଆଉ ଭଳିବନି ସରକାରଙ୍କ ବାହାନାରେ। ଆନ୍ଦୋଳନ ପଥକୁ ଓହ୍ଲାଇଲା ମହାସଂଘ।  ଆପଣେଇଲେ ନିଆରା ଆନ୍ଦୋଳନ ପଥ।  ସେମାନଙ୍କ ସୁରକ୍ଷା, ସମ୍ମାନ,…