ଜାନୁଆରୀରୁ ବର୍ଦ୍ଧିତ ଭତ୍ତା

ବଢ଼ିଲା ଭତ୍ତା। ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ୩ହଜାର୫ଶହ ଟଙ୍କାକୁ ବଢ଼ାଇଛନ୍ତି ସରକାର। ଜାନୁଆରୀରୁ ହିଁ ଏହା ଲାଗୁ ହେବ ବୋଲି ମୋହର ମାରିଛି କ୍ୟାବିନେଟ୍। ୬ଲକ୍ଷରୁ…