ଦେଶରେ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ହଜାରେ ପାର୍ କଲା

ଦେଶରେ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ହଜାରେ ଟପିଲା। ଆଜି ଦେଶରେ କୋଭିଡ୍ ପଜିଟିଭ ସଂଖ୍ୟା ୧୦୧୧ ରହିଛି। ସର୍ବାଧିକ କୋଭିଡ୍ ଆକ୍ରାନ୍ତ କେରଳରୁ ଚିହ୍ନଟ ହୋଇଛନ୍ତି। କେରଳରେ…