କେନ୍ଦ୍ର ବିରୋଧରେ ୧୪ ବିରୋଧୀ ଏସସିଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚକାରୀ ସଂସ୍ଥାର ଦୁରୁପଯୋଗ ଅଭିଯୋଗରେ ୧୪ ବିରୋଧୀ ଦଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ କୋର୍ଟ ଆସନ୍ତା ୫ ତାରିଖରେ ଶୁଣାଣି…