କୁତବ ମୀନାର ଜମି ମାଲିକାନା: ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ସାକେତ କୋର୍ଟ ମଙ୍ଗଳବାର କୁତବ ମୀନାରକୁ ନେଇ ହୋଇଥିବା ହସ୍ତକ୍ଷେପ ଆବେଦନ ବା ଆଇଏର ରାୟ ସଂରକ୍ଷିତ ରଖିଛନ୍ତି। କୁଅଁର ମହେନ୍ଦ୍ର ଧ୍ବଜ ପ୍ରତାପ…